ଅଗ୍ନିବିପର୍ନ ଙ୍କୁ ପାଖରେ ପହଁଚିଲା ସରକାରୀ ସହାୟତା

 


ଆଜି ଯାକେଡ଼ା ପଂଚାୟତର ସାନଜିର ଗ୍ରାମରେ ବିଦୂତ ସଟସର୍କିଟ ରେ ନିଆଁ ଲାଗି ୨ ପରିବାର ଘର ଭଶ୍ମିଭୁତ ହୋଇଯାଇଥିଲା. ପ୍ରଶାନ ପାଖରେ ପହଂଚି ଅଗ୍ନିବିପାରଙ୍କୁ ପଲ ସହିତ ମେଡିକାଲ କୀଟ ଦିଆଯାଇଥିଲା. ନୂଆଗାଁ ରାଜସ୍ବନିରୀକ୍ଷକ ଓ ଅଦ୍ସୀନାଲ ତହସିଲ ଦାର ୨ ପରିବାରକୁ ପାଲ ଓ ମେଡିକାଲ କୀଟ ଦେଇଥିଲେ.

Post a Comment

0 Comments