ନୀଳାଦ୍ରିପୁରା ଓ ବେରୁଆଁବାରୀ ସେବା ସମବାୟ ସମିତି ପରିସରରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

 


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ଗ୍ରାମପଞ୍ଚାୟତ ର ନୀଳାଦ୍ରିପୁରା ସେବା ସମବାୟ ସମିତି ପକ୍ଷରୁ ମାଆ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ପରିସରରେ ଆଜି ଅପରାହ୍ନ ୨ ଘଂଟିକା ସମୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ତତ ସହିତ  ବେରୁଆଁବାରୀ ଗ୍ରାମପଞ୍ଚାୟତର ବେରୁଆଁବାରୀ ସେବା ସମବାୟ ସମିତି ପରିସରରେ  ଅନୁଷ୍ଠିତ ହୋଇଯାଇଛି ଊକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ୫ ନମ୍ବର ଜୋନ ନିର୍ଦେଶକ ଯୋଗ ଦେଇଥିବା ବେଳେ  ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ମହୀପୁର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ସରୋଜ ସାହାଣୀଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ |ପ୍ରଥମେ ନୀଳାଦ୍ରିପୁର ସେବା ସମବାୟ ସମିତି ର କିଛି ଆଦର୍ଶ କୃଷକ ମାନଙ୍କୁ ସମ୍ବୋର୍ଧନ କରାଯାଇଥିବା ବେଳେ ପରବର୍ତୀ ସମୟରେ ଏହି ସଚେତନତା କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ କଣ ତାହା ଉପରେ ଆଲୋଚନା କରାଯାଇଥିଲା | | ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ କିଭଳି କୃଷକ ମାନଙ୍କ ର ବିକାଶ ହୋଇପାରିବ ଛୋଟ ଛୋଟ ଇଣ୍ଡଷ୍ଟ୍ରି କରି କୃଷକ ମାନେ ଉର୍ନ୍ନତି କରିବେ ତାହା ଉପରେ ଆଲୋଚନା କରିଥିଲେ | କୃଷକ ହସିଲେ ରାଜ୍ୟ ହସିବ କୃଷକ ହେଉଛି ଦେଶର ବୀର ଯବାନ ବୋଲି ମଧ୍ୟ୍ୟ ନିଜର ଉଦବୋଧନ ଦେଇଥିଲେ |

ସେହିପରି ବେରୁଆଁବାରୀ ଗ୍ରାମପଞ୍ଚାୟତର ବେରୁଆଁବାରୀ ସେବା ସମବାୟ ସମିତି ପରିସରରେ ଆଜି ଅପରାହ୍ନ ୩ ଘଂଟିକା ସମୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ଉତ୍ସବ ଅନୁଷ୍ଠିତ ପ୍ରଥମେ ବେରୁଆଁବାରୀ ସେବା ସମବାୟ ସମିତି ର କିଛି ଆଦର୍ଶ କୃଷକ ମାନଙ୍କୁ ସମ୍ବୋର୍ଧନ କରାଯାଇଥିବା ବେଳେ ପରବର୍ତୀ ସମୟରେ ଏହି ସଚେତନତା କାର୍ଯ୍ୟକ୍ରମ ର ମୁଖ୍ୟ ଲକ୍ଷ କଣ ତାହା ଉପରେ ଆଲୋଚନା କରାଯାଇଥିଲା | ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ କିଭଳି କୃଷକ ମାନଙ୍କ ର ବିକାଶ ହୋଇପାରିବ ଛୋଟ ଛୋଟ ଇଣ୍ଡଷ୍ଟ୍ରି କରି କୃଷକ ମାନେ ଉର୍ନ୍ନତି କରିବେ ତାହା ଉପରେ ଆଲୋଚନା କରିଥିଲେ | କୃଷକ ହସିଲେ ରାଜ୍ୟ ହସିବ କୃଷକ ହେଉଛି ଦେଶର ବୀର ଯବାନ ବୋଲି ମଧ୍ୟ୍ୟ ନିଜର ଉଦବୋଧନ ଦେଇଥିଲେ |

Post a Comment

0 Comments