ନୂଆଗାଁ ଡାକ ବଙ୍ଗଳା ମଧ୍ୟରେ ବହୁସମର୍ଥକ ଓ ବନ୍ଧୁ ଙ୍କ ଗହଣରେ ପର୍ଶୁରାମ ସ୍ୱାଇଁ ଉପାଧକ୍ଷ ଭାବରେ ପ୍ରଥମ ବର୍ଷ ପୂରଣଉତ୍ସଵ ମୁଖର ହେଲା ନୂଆଗାଁ ଡାକବଙ୍ଗଳା.


 ବିଯୁଜନତା ଦଳର ଯୁବନେତା ପର୍ଶୁରାମ ସ୍ୱାଇଁ ଯେକି ଜୀବନକୁ ବହୁ ଘାତ ପ୍ରତିଘାତ ଦେଇ ଦେଇ ସଫଳତାର ସିଡ଼ିରେ ନିଜର ପରିଚୟ ସୃଷ୍ଟି କରିଥିଲେ. ପ୍ରଥମ ସଫଳତା ମାଳିସାହି ପଞ୍ଚାୟତ ର ସରପଞ୍ଚ, ଦ୍ୱିତୀୟ ସଫଳତା ନୂଆଗାଁ ପଞ୍ଚାୟତ ସମିତିର ଉପାଧକ୍ଷ ଭାବରେ ସଫଳତା ପାଇ ଜଣେ ଦକ୍ଷ ରାଜନେତା ଭାବର ଆଜି ଉପାଧକ୍ଷ ଭାବରେ ପ୍ରଥମ ବର୍ଷ ପୂରଣ କରିଥିଲେ. ଆଜିର ଏହି ଅବସରରେ ନୂଆଗାଁ ଡାକ ବଙ୍ଗଳା ମଧ୍ୟରେ ବହୁସମର୍ଥକ ଓ ବନ୍ଧୁ ଙ୍କ ଗହଣରେ ଉତ୍ସଵ ମୁଖର ହେଲା ନୂଆଗାଁ ଡାକବଙ୍ଗଳା.

Post a Comment

0 Comments