ନୟାଗଡ ଜିଲ୍ଲା ସ୍ତରୀୟ ବିଶ୍ୱ ବନ ଦିବସ ୨୦୨୩

 





ନୟାଗଡ ଜିଲ୍ଲା ନୂଆଗାଁ ମେଗାନର୍ସସରୀ ମଧ୍ୟରେ ବିଶ୍ୱ ବନ ଦିବସ ଅନୁଷ୍ଠିତ ହୋଇଯାଇଛି।  ଆଜିର କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ର ୨ଟି ଡିଭିଜନ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀ  ଉପସ୍ଥିତ ରହିଥିଲେ.  ନୟାଗଡ ବନ ଖଣ୍ଡ ଅଧିକାରୀ କ୍ଷମା ଶଢଙ୍ଗୀ ,ମହାନଦୀ ଡିଭିଜନର ବନଖଣ୍ଡ ଅଧିକାରୀ ଫାଲଗୁନି ସାରଥି ମଲ୍ଲିକ ,ନୟାଗଡ ACF ସ୍ବେତାଲିନା ଶଢଙ୍ଗୀ, ACF ହିମାଂଶୁ ମୁଦୁଲି , ମହାନଦୀ ଡିଭିଜନର ACF ସୁଦିପ୍ତି ମହାପାତ୍ର ସମେତ ଜିଲ୍ଲାର ସମସ୍ତ ବନପାଳ ଯୋଗଦେଇଥିଲେ । ତତ ସହିତ ବିଭିର୍ଣ୍ଣ ବନ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ


ବିଶ୍ୱ ବନ ଦିବସ  ଅବସରରେ ସମସ୍ତ କର୍ମଚାରୀ ମଧ୍ୟରେ
ତର୍କ ଓଚିତ୍ରାଙ୍କନ ପରତିଯୋଗୀତା କରଯାଇଥିଲା ଅଜିର ଟପିକ ଥିଲା ଜଙ୍ଗଲ ଓ ସ୍ୱାସ୍ଥ୍ୟ,ଜଙ୍ଗଲ ସହିତ ମାନବ ସମାଜର ଓତପ୍ରତ ଭାବରେ ଭାବରେ ସମ୍ପର୍କ ରହିଛି. ଜଙ୍ଗଳକୁ ନଷ୍ଟ କରିବା ଦ୍ୱାରା ମାନବ ସମାଜ ଦ୍ବନ୍ସଆଭିମୁଖୀ ହେବାକୁ ଯାଉଛି,ସ୍ୱାସ୍ଥ୍ୟ ଓ ଜଙ୍ଗଲ ହେଉଚି ମୁଦ୍ରାରେ ଦୁଇ ପରସ୍ବପରି,-ଜଙ୍ଗଲରୁ ମିଳୁଥିବା ଓସ୍ୱଧିୟ ବୃକ୍ଷ ମାନବ ସମାଜକୁ ବଂଚିବାକୁ ଆଗକୁ ନେଇଥାଏ, ବିଶୁଦ୍ଧ ପାଣି, ବୃଷ୍ଟିପାତ, ସୁସ୍ଥ ବାତାବରଣ,ଗ୍ଲୋବାଲ ୱାର୍ମିଙ୍ଗ ରୁ ସୁରକ୍ଷା ଦେଇଥାଏ ଜଙ୍ଗଲ  

ସବୁବେଳେ ଦେଇଚାଲେ ଜଙ୍ଗଲ
, ଜନସାଧରଣ ଏକତ୍ରିତ ହେଲେ ଜଙ୍ଗଲ କୁ ଆମେ ସୁରକ୍ଷା ଦେଇପାରିବା,ଆଦିବାସୀ ଜନଜାତି ମାନଂକୁ ସୁରକ୍ଷା ଦେଇଥାରେ ଜଙ୍ଗଲ. ଜୀବନକୁ ସୁରକ୍ଷାହିଁ ସ୍ୱାସ୍ଥ୍ୟ ରକ୍ଷା.ଜଙ୍ଗଲ କୁ ଠାକୁର ଜଗନ୍ନାଥ ସହିତ ତୁଳନା କରିଥିଲେ.ଦୃଶ୍ୟ ଅଦୃଶ୍ୟର ମୂଳ ହେଉଚି ଜଙ୍ଗଲ.ଜଳବାୟୁର ନିୟତ୍ରଣକୁ ଜଙ୍ଗଲ ନିୟଂତରିତ  କାରେ.ଯେଭଳି ଘରେ ଛୁଆଙ୍କୁ ସୁରକ୍ଷା ଦେଉଛେ ସେଭଳି ଜଙ୍ଗଲ କୁ ସୁରକ୍ଷା ଦେବା ଆମର ଲକ୍ଷ.

ପରିବେଶ ପ୍ରଦୂଷଣ ହେବା ଦ୍ୱାରା ଦିଲ୍ଲୀ ରେ ଯେଭଳି ଅକ୍ସଇଜେନ କୁ  ବ୍ଯାଗ ମାଧ୍ୟମରେ ନିଆଯାଉଛି ଜଙ୍ଗଲ ନଷ୍ଟ ହେବା ଦ୍ୱାରା ସମୟ ଆସିବ ଆମେ ବ୍ୟାଗ ମଧ୍ୟରେ ଅକ୍ସଇଜେନ ସିଲିଣ୍ଡର ନେଇ ଯିବାକୁ ପଡିବ.ପୂରାଣ ମଧ୍ୟରେ ଜଙ୍ଗଲର ଅଧ୍ୟତ୍ମିକତାକୁ ବର୍ଣ୍ଣନା କରାଯାଇଛି ଯାହାକି ଆଜିର ଆୟୁର୍ବେଦ ହେଉଛି ମାନବ ସମାଜ ପାଇଁ ମହୋତ୍ସଧି ସଦୃଶ.ଜମି
, ଜଳ, ଜଙ୍ଗଲ, ଜୀବ, ଜନ୍ତୁ ସୁରକ୍ଷା ପାଇବେ ଯେତେବେଳେ ଆମେ ଜଙ୍ଗଲ କୁ ସୁରକ୍ଷା ଦେବା ,ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବୃକ୍ଷ ନିତାନ୍ତ ଆବଶ୍ୟକ,୩ ସୁଖର ସମଷ୍ଟି ହେଉଚି ଜଙ୍ଗଲ, ଶାରୀରିକ, ମାନସିକ, ଆତ୍ମୀୟ.ଏହାହିଁ ଜଙ୍ଗଲରୁ ମିଳିଥାଏ.ମଣିଷ ଜୀବନରେ ପ୍ରତିକୂଳ ପ୍ରଭାବ ହିଁ ଜଙ୍ଗଲରୁ ମିଳିଥାଏ.(Tree is the god of interment)ପ୍ରତେକ୍ଷ ପରୋକ୍ଷ ଭାବରେ ଜଙ୍ଗଲ ମାନବ ସଭ୍ୟତାକୁ ସହାୟତା ଦେଇଥାଏ.ଏହି ସବୁ ତଥ୍ୟ ତର୍କ ମାଧ୍ୟମରେ ପରତିଯୋଗୀମାନେ ଉପସ୍ଥାପନ କରିଥିଲେ
 vss କମିଟି ସଂପଡା ଗ୍ରାମର ପରମାନଦ ପ୍ରଧାନ ନିଜ ବକ୍ତବ୍ୟ ମାଧ୍ୟମରେ ଜଙ୍ଗଲ କୁ ଲାଭପାଇଥିବା ସମସ୍ତ ବକ୍ତବ୍ୟ କହିତଜିଲେ.

,ନିଜଖାଧ୍ଦ୍ୟ ନିଜେ ପ୍ରସ୍ତୁତ କରିବା,ପୁନଃ ପୁନଃ ବଂଚିବାର କ୍ଷମତା. ସୁଧ ମୁକ୍ତ ଅମ୍ଳଜାନ. ରୋଗପ୍ରତିଷେଧକ ଶକ୍ତି ନିୟତ୍ରିତ କରିଥାଏ. ପ୍ରାକୃତିକ ଦୃ୍ବିପାକ ରୁ ସୁରକ୍ଷା ଦେଇଥାଏ ଜଙ୍ଗଲ.

ବନ କର୍ମ ଚାରି ମାନକ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା ମଧ୍ୟ କରଯାଇଥିଲା । ଶେଷରେ ପ୍ରତିଯୋଗିତାରେ ଉତିର୍ଣ ହୋଇଥିବା ପାର୍ଟିଯୋଗୀମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା କୃତିତ୍ଵ ଅଜର୍ଜନ କରିଥିବା ପ୍ରତିଯୋଗୀ ମାନେ ହେଲେ ତ୍ରାଙ୍କନ ପ୍ରଥମ ପୁରସ୍କାର- ସରିତା ବାରାଲା, ଫରେଷ୍ଟର, ଗଣିଆ ବିଭାଗ |୨ୟ ପୁରସ୍କାର - ଦୀପିକା କାଲୋ, ଫରେଷ୍ଟ ଗାର୍ଡ, ଗଣିଆ |୨ୟ ପୁରସ୍କାର - ସ୍ନେହାଲାଟା ବେହେରା |ସୋତନ୍ତ୍ର ଉତ୍ସବ ଅନ୍ତରଯାମୀ  ମିଶ୍ର, ଗଛ ସାର୍ ,ପୋଖରା VSS ,ସାମ୍ପଡା VSS ,ସତ୍ୟଭାୟା ଇଡିସିର ସଭାପତି ତଥା ସଚିବ ବାଦମୁଲ ଇକୋ ଭିଲେଜ ମଧ୍ୟରେ ପର୍ଜ୍ୟଟକଙ୍କୁ ଭଲ ଅତିଥ୍ୟ ସହିତ ଅଧିକ ରେଭିନୁ ମିଳିଥିବାରୁ ସେମାଙ୍କୁ ସମାନ୍ନିତ କରଯାଇଥିଲା ଅନ୍ତରଯାମୀ  ସାହୁ, ଗଛ ସାର୍ ଦ୍ଵାରା ଏ ଚିତ୍ର ପ୍ରଦର୍ଶିତ କରିଥିଲେ ଯେଉଁଥିରେ ଶିମିଳି ଫୁଲ୍ଲ ଗଛର ଆବଶ୍ୟକତା ବିଷୟରେ କୁହା ଯାଇଥିଲା ବିଭିନ୍ନ କାର୍ଯ୍ୟରେ ଦକ୍ଷତା ଅର୍ଜନ କରିଥିବା କର୍ମଚାରୀଙ୍କୁ ପୁରସ୍କାର ଦ୍ଵାରା ପୁରସ୍କୃତ କରଯାଇଥିଲା । ଶେଷରେ  ACF ସୁଦିପ୍ତି ମହାପାତ୍ର ସାଧାନ୍ୟ ବାଦ ଦେଇ ସଭା ସାନ କରାଯାଇଥିଲେ


 

Post a Comment

0 Comments