ସାନ ଯିରୀ ଗ୍ରାମରେ ନିଆଁଲାଗି ୪ ବଖରା ଭସ୍ମୀଭୂତ .



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସଂଜିରୀ ଗ୍ରାମରେ ନିଆଁ ଲାଗି ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି . ଆଜି  ସମୟରେ  ୧୨ ଘଟିକା ସମୟରେ ଇଲେକ୍ଟ୍ରି ସତ୍ସାର୍କିତ ହେବ ଦ୍ୱାରା ଗ୍ରାମର ତୁଳା ଜାଣି ଓ ବାଳକୃଷ୍ଣ ଜାଣି ନ୍କ ଘରେ ନିଆଁ ଲାଗିଯିବ ଦ୍ୱାରା ତୁଳା ଜାନୀଙ୍କର ଗୋଟିଏ ବଖରା ଓ ବାଳକୃଷ୍ଣ ଜାନୀଙ୍କର ୩ ବଖରା ଘର ଜଳିପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା .ଅଗ୍ନିଶମ ବାହିନୀ ସେଠାରେ ପହଂଚି ନିଆଁ କୁ ଆକଟ କରିଥିଲେ .ନୂଆଗାଁ ତହସିଲ୍ଦାର ହେମନ୍ତ କୁମାର ନାୟକ ଓ ରାଜେଶ୍ୱନୀରିକ୍ଷକ ମଞ୍ଜିତ ବାଟୁଶର୍ମା ହିତାଧିକାରୀଙ୍କ ପାଖକୁ ଯାଇଥିଲେ , ପ୍ରଶାସନ ତରଫରୁ ପାଲ ଓ ମେଡିକାଲ କୀଟ ଦିଆଯିବାପାଇଁ ତହସିଲଦାର ସୂଚନା ଦେଇଥିଲେ .

QX SSSSSSSSSSSXZA



Post a Comment

0 Comments