ଗୋପବନ୍ଧୁ ବାଳାଶ୍ରମ ରେ ହୋଲି ପାଳନ


 ପବିତ୍ର ହୋଲି ଦିବସ ଅବସରରେ ଆଜି ଫୁଲବାଣୀ ସ୍ଥିତ ଗୋପବନ୍ଧୁ ବାଳାଶ୍ରମ  ର ଅନ୍ତେବାସୀ ମାନଙ୍କ ସହିତ ହୋଲି ପାଳନ କରିଥିଲେ ଜିଲ୍ଲା ସାମ୍ବାଦିକ ସଂଘ ର ‌ସଭାପତି ସୁନିଲ୍ ପଟ୍ଟନାୟକ ତଥା ସାମ୍ବାଦିକ ସଂଘ ର ଅନ୍ୟାନ୍ୟ  କର୍ମ କର୍ତ୍ତା ‌ ସାଲୁ ଙ୍କୀ ସଂଗଠନ ର ସମ୍ପାଦକ ଅଶୋକ ପ୍ରଧାନ ଅନ୍ୟାନ୍ୟ କର୍ମ କର୍ତ୍ତା ମାନେ  ଶେଷରେ ପିଲା ମାନଙ୍କୁ ‌ବିସ୍କୁଟ ବନ୍ଟନ କରାଯାଇଥିଲା ପିଲା ମାନେ ବହୁତ ଖୁସି ମନାଇ ଥିଲେ

Post a Comment

0 Comments