୨୦ ମାର୍ଚ ୨୦୨୩ ରେ ଜିଲ୍ଲା ପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


 ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ  ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିଳ ହେବାକୁ ଯାଉଛି ।ସୂଚନା ମୁତବକ ଚଳିତ ମାସ ତା ୨୦/୦୩/୨୦୨୩   ରିଖ  ପୂର୍ବାହ୍ନ ୧୦ ଘଟିକା ସମୟରେ ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହେବ । ଯାହାକି ନୂଆଗାଁ ବ୍ଲକ ବିଡିଓ ପ୍ରମୋଦ କୁମାର ନାୟକ ଏହି ସୂଚନା ଦେଇ ଅଛନ୍ତି । 

Post a Comment

0 Comments