ନୂଆଗାଁ ବ୍ଲକ୍ର ଦୁଇଟି ସ୍ଥାନରେ ସମବାୟ ଋଣ ମେଳା ଓ ସଚେତନତା କାର୍ଯ୍ୟକ୍ରମ ।

 



ନୟାଗଡ ଜିଲ୍ଲା   ନୂଆଗାଁ ବ୍ଲକ  ମହିପୁର ସମବାୟ ବ୍ଯାଙ୍କ ଆନୁକୁଲ୍ଯରେ ଋଣ ମେଳା ସଚେତନତା କାର୍ଯ୍ୟକ୍ରମ   ବାହାଡାଝୋଲା ଓ ଖଣ୍ଡୁଗାଁ ସମବାୟ କେନ୍ଦ୍ର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।    ଆଜିର ସଭାରେ ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଂପାଦକ କାର୍ତ୍ତିକ ଜାଲି, ମହିପୁର ଶାଖା ପରିଚାଳକ ସରୋଜ କୁମାର ସାହାଣି,ଦୁଇ ସମବାୟ ଷୋସାଇଟି  ସଭାପତି ,ସୋଷାଇଟି ଓ ସଂପାଦକ ଯୋଗ ଦେଇଥିଲେ। ସମବାୟ ବିଭାଗ ତରଫରୁ ଏକ ଲକ୍ଷ ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧ ରେ ସୋଷାଇଟି ମାଧ୍ୟମରେ ଦିଆଜୀବ ।ତତ ସହିତ କୃଷି ଯାନ୍ତ୍ରିକ ଉପକରଣ ମଧ୍ୟ ସୋଳ୍ପ ସୁଧାରେ ଚାଷୀମାନଙ୍କୁ ଯୋଗାଇଦିଆ ଜୀବ ସହିତ ସ୍ୱାୟମ୍ସୟିକା ଗୋସ୍ଥିମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ବୀନା ସୁଧାରେ ରୁଣ ଯୋଗାଇ ଦେବା ପାଇଁ ସମସ୍ତ ଉପସ୍ଥିତ ସଦସ୍ଯଙ୍କୁ ସଚେତନ କରଯାଇଥିଲା ।  ସମବାୟ ବ୍ଯାଙ୍କ ମାଧ୍ୟମରେ ସମସ୍ତ ଋଣ ସୁବିଧା ନେବାକୁ ବ୍ୟାଙ୍କ ସଂପାଦକ ଲୋକ ଙ୍କୁ ବୁଝାଇଥିଲେ। ଠିକ୍ ସମୟରେ ଚାଷୀ ମାନଙ୍କୁ ସାର,ବିହନ,ଓ ଧାନ କିପରି ସୁବିଧାରେ ମଣ୍ଡିରେ ବିକ୍ରି କରିବେ ଚାଷୀ ମାନେ ମୁଖ୍ୟ ଅତିଥି ଙ୍କୁ ଅନୁରୋଧ କରିଥିଲେ। ଆଜିର ସଭାରେ ପରିଚାଳନା ପରିଷଦର ସମସ୍ତ ସଭ୍ୟ ଓ ସଭ୍ୟା ସମେତ ବାହାଡ଼ାଝୋଲା ଓ ଖଣ୍ଡୁଗାଁ ର ସମସ୍ତ ଚାଷୀ ମାନେ ଯୋଗ ଦେଇଥିଲେ।


Post a Comment

0 Comments