ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଦାସିଆ ଅଜାଙ୍କ ପ୍ରସିଦ୍ଧ ପାଠାଗାର ସଂଗ୍ରହାଳୟ କୁ ପରିଦର୍ଶନ ରେ ଆସି ପୂର୍ବତନ ଜିଲ୍ଲା ବିଚାରପତି ମହମ୍ମଦ ଅଜମଲ,ସରଧାପୂର, ଖୋର୍ଦ୍ଧା ଓ ପରିବାରବର୍ଗ ନିଜର ପିତୃଦେବ ତଥା ବିଟ୍ରିସ ସରକାରଙ୍କ ଉଚ୍ଚ ପଦସ୍ତ ଅଧିକାରୀ ସ୍ବର୍ଗତ ମହମ୍ମଦ ୟାସିନ ଙ୍କ ଦ୍ବାରା ୧୯୧୮ ମସିହାରୁ ୧୯୫୨ ମସିହା ପର୍ଯ୍ୟନ୍ତ ବ୍ୟବହୃତ ଜର୍ମାନ ର ପୁରୁଣା ଟେବୁଲ ଘଣ୍ଟା, ରୂପା କାରୁକାର୍ଯ୍ୟ ରେ ନିର୍ମିତ ଅତର ଦାନୀ, ହାତୀ ଦାନ୍ତ ଖୋଦେଇ ହାତ ବାଡି, ପିତଳ ନିର୍ମିତ ଗୋଲାପ ଜଳ ଛିଞ୍ଚନ ପୁରୁଣା ପାତ୍ର, ରୂପା ରେ ନିର୍ମିତ ପୁରୁଣା ପକେଟ ଘଣ୍ଟା, ପିତଳ ରେ ନିର୍ମିତ ପୁରୁଣା ଲୁଣ ଦାନି, ପୁରୁଣା ଅତର ବୋତଲ କୁ ବିଚାରପତି ଓ ପରିବାରବର୍ଗ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ଙ୍କ ଉପସ୍ଥିତିରେ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି।
ନୂଆଗାଁ ବ୍ଲକ ର ଯୁବ ସମାଜସେବୀ ଶଙ୍କର୍ଷଣ ବେହେରା ଓ ବ୍ଲକ ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ ଉପସ୍ଥିତ।
0 Comments