ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ.
ବିଳମ୍ବିତ ରାତିରେ ଦେହାନ୍ତ ହୋଇଥିବା ସୂଚନା।ଦୀର୍ଘଦିନ ଧରି ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ
ଦୂରଦର୍ଶନରୁ କ୍ୟାରିଅର ଆରମ୍ଭ କରିଥିଲେ ପିଣ୍ଟୁ,
‘ରଙ୍ଗ ନମ୍ବର’ ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ
ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ.
ବିଳମ୍ବିତ ରାତିରେ ଦେହାନ୍ତ ହୋଇଥିବା ସୂଚନା।ଦୀର୍ଘଦିନ ଧରି ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ
Copyright © 2022 Pratikhya All Rights Reserved Web Developer Mahesh Technology Designed By Mahesh Naik
0 Comments