ଓ ୟୁ ଏ ଟି ଦ୍ବାରା ସମ୍ମାନିତ ହେଲେ ନୟାଗଡ଼ ଜିଲ୍ଲାର ସଫଳ ମାଛ ଜାଆଳ ଚାଷୀ ବିଷୟ - ଗତ ତା 27-28 ଫ୍ରେବୃଆରୀ 2023 ରେ ଦୁଇଦିନ ଧରି ଚାଲିଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ୱର ଦ୍ବାରା ଆୟୋଜିତ କୃଷକ ମେଳା -2023 ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ 50ଜଣ ଲେଖାଏ ଚାଷୀ ଯୋଗଦେଇ ଥିବାବେଳେ ପ୍ରତି ଜିଲ୍ଲାରୁ ଜଣେ ଚାଷୀଙ୍କୁ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା ସେଥିମଧ୍ୟରୁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡାଝୋଲା ଗ୍ରାମ କାଳୀଆମ୍ବା ଠାରେ ଉନ୍ନତ ପଦ୍ଧତିରେ ମାଛ ଯାଆଳ ଉତ୍ପାଦନ କରି ନୟାଗଡ ଜିଲ୍ଲାରେ ସଫଳତା ହାସଲ କରିବା ସହିତ ଏ ଦିଗରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରି ଆସୁଥିବା ରବିନ୍ଦ୍ର କୁମାର ସାହୁ ପୁରସ୍କୃତ ହୋଇ ମାନପତ୍ର ପ୍ରାପ୍ତି କରି ଜିଲ୍ଲା ପାଇଁ ଉଦାହରଣ ପାଲଟିଛନ୍ତି।


 ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଭୁବନେଶ୍ୱର ଦ୍ବାରା ଆୟୋଜିତ କୃଷକ ମେଳା -2023 ରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ 50ଜଣ ଲେଖାଏ ଚାଷୀ ଯୋଗଦେଇ ଥିବାବେଳେ ପ୍ରତି ଜିଲ୍ଲାରୁ ଜ

ଣେ ଚାଷୀଙ୍କୁ ପୁରସ୍କୃତ କରି ସମ୍ମାନିତ କରାଯାଇଥିଲା ସେଥିମଧ୍ୟରୁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ବାହାଡାଝୋଲା ଗ୍ରାମ କାଳୀଆମ୍ବା ଠାରେ ଉନ୍ନତ ପଦ୍ଧତିରେ ମାଛ ଯାଆଳ ଉତ୍ପାଦନ କରି ନୟାଗଡ ଜିଲ୍ଲାରେ ସଫଳତା ହାସଲ କରିବା ସହିତ ଏ ଦିଗରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରି ଆସୁଥିବା ରବିନ୍ଦ୍ର କୁମାର ସାହୁ ପୁରସ୍କୃତ ହୋଇ ମାନପତ୍ର ପ୍ରାପ୍ତି କରି ଜିଲ୍ଲା ପାଇଁ ଉଦାହରଣ ପାଲଟିଛନ୍ତି।

Post a Comment

0 Comments