ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ର ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନୂଆଗାଁ ଓ ମହୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆଜି ଆରମ୍ଭ ହୋଇଯାଇଛି. ନୂଆଗାଁ ବ୍ଲକର ବିଭିର୍ଣ୍ଣ ସ୍କୁଲର ଛାତ୍ର ଛାତ୍ରୀ ଏହି ପରୀକ୍ଷା ପାଇଁ ଆଜି ସକାଳ ୮ ଘଟିକା ସମୟରେ ପ୍ରବେଶ କରିଥିଲେ. ମିଳିଥିବା ସୂଚନା ଅନୁସାରେ ଆଜି ମହୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ର ୧୯୨ ଛାତ୍ର ଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୮୭ ପରୀକ୍ଷା ଦେଇ ଅଛନ୍ତି । ଯଥା ଷଷ୍ଠ ଶ୍ରେଣୀରୁ ୧୭୩ ରୁ ୧୭୦ ,ସପ୍ତମ ରୁ ୧୪ ରୁ ୧୨ ,ଅଷ୍ଟମ ରୁ ୩ ରୁ ୩ ,ନବମରୁ ୨/୨ ଉପସ୍ଥିତ ରହିଥିଲେ ।ସମୁଦାୟ ୫ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ରହିଥିଲେ ।
ସେହିପରି ନୂଆଗାଁ ଉଚ୍ଚ ବିଦ୍ୟାଳୟ ସମୁଦାଯ ୭୬ ଜଣ ଛାତ୍ର ଛାତ୍ରୀ ନାମପଞ୍ଜିକରଣ କରିଥିବା ବେଳେ ୭୪ ଜଣ ପରୀକ୍ଷା ରେ ଉପସ୍ଥିତ ଥିବା ବେଳେ ୨ ଜଣ ଅନୁପସ୍ଥିତ ରହିଥିବାର ସୂଚନା ମିଳିଛି । ଯଥା ଷଷ୍ଠ ଶ୍ରେଣୀରୁ ୬୦ ରୁ ୬୦ ,ସପ୍ତମ ରୁ ୮ ରୁ ୮ ,ଅଷ୍ଟମ ରୁ ୪ରୁ ୪ ,ନବମରୁ ୪/୨ ଉପସ୍ଥିତ ରହିଥିଲେ ।
0 Comments