ଫୁଲବାଣୀ ଜିଲ୍ଲା ଜଜ୍ ଙ୍କ ଦ୍ଵାରା ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରା ଯାଇଥିଲା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ, କନ୍ଧମାଳ ମହୋତ୍ସବରେ ଆୟୋଜିତ ହୋଇଥିବା ଏକ ସଚେତନତା ଧର୍ମୀ ନାଟକ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପି ଏଲ୍ ଭି ଓ ଅନ୍ୟାନ୍ୟ କର୍ମ ଚାରୀ ମାନଙ୍କୁ ନେଇ ମଞ୍ଚସ୍ଥ ହୋଇଥିଲା ଏଥିରେ ଅତ୍ୟନ୍ତ ଖୁସି ହୋଇ ଜିଲ୍ଲା ପ୍ରଶାସନ ତରଫରୁ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରଯାଇଥିଲା ଏବଂ ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ସମସ୍ତ ଜଜ୍ ମାନେ ଉପସ୍ଥିତ ଥିଲେ
ଏବଂ କଳାକାର ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା
0 Comments