ପ୍ରଜାପତି ବ୍ରହ୍ମl କୁମାରୀ ଈଶ୍ୱରୀୟ ବିଦ୍ୟାଳୟ ବାହାଡାଝୋଲା ରେ ୮୭ ତମ ତ୍ରିମୁର୍ତ୍ତି ଶିବ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି .ଆଜି ସଂଧ୍ୟାରେ ମାନ୍ୟବର ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ସମେତ ବହୁ ବିଯୁଜନତା ଦଳର ସଦସ୍ୟ ମାନେ ଯୋଗ ଦେଇଥିଲେ . ସଂଧ୍ୟାରେ ସଂକୃତିକ କାର୍ଯ୍ୟ କ୍ରମରେ ଛୋଟ ଛୋଟ ଶିଶୁକଳା କାରମାନେ ନୃତ୍ୟ କାର୍ଯ୍ୟ କ୍ରମରେ ଯୋଗ ଦେଇଥିଲେ .
0 Comments