ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ପରିଦର୍ଶନ ଲେ,ଡ. ଭାରତ ଭୂଷଣ ରଥ

 


ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଅନୁଷ୍ଠାନକୁ ପରିଦର୍ଶନ ସମୟରେ ମାଆ ଙ୍କ ସହ ଗବେଷକ ଡ. ଭାରତ ଭୂଷଣ ରଥ ଓ ବିଶିଷ୍ଟ ଗାଳ୍ପିକ ଶ୍ରୀ ତପନ ମହାପାତ୍ର ଉପସ୍ଥିତ ରହି ସଂଗ୍ରହ ହୋଇଥିବା ତାଳପତ୍ର ପୋଥି ଦେଖିଥିଲେ .ଅନୁଷ୍ଠାନ ପକ୍ଷରୁ ମହୋଦୟଙ୍କୁ ଅନେକ ଅନେକ ଶୁଭେଚ୍ଛା ସହ ପ୍ରେରଣା ଦେଇଥିବରୁ କୃତଜ୍ଞତା ଜ୍ଞାପନ କରୁଛୁ

Post a Comment

0 Comments