ସଂପଡା ବ୍ରିଜ ନିକଟରେ ଦୃଘଟଣା ,୧ଜଣ ଗୁରୁତର



ନୟାଗଡ଼ ଜିଲ୍ଲା ଜାତୀୟ ରାଜପଥ ୫୭  ସଂପଡା ବ୍ରିଜ ନିକଟରେ ଦୃଘଟଣା ଘଟିଛି ଏଥିରେ ତାଳଚେର ର ଜଣେ ବ୍ୟକ୍ତି ଗୁରୁତର .ମିଳିଥିବା ସୂଚନାରୁ ଆଜି ସାଧ୍ୟ ସମୟରେ ଭକ୍ତବତ୍ସଳ  ବେରମ(୫୨ )  ତାଳଚେରୀ ନୟାଗଡ଼ ଅଭିମୁଖେ ଯାଉଥିଲେ .ଏହିସମୟରେ ଏକ ବାଇକ ପଛରେ ଧକା ଦେଇ ବାଇକ  ବିଲ ଭୀରରକୁ  ପଶିଯାଇଥିଲା .ତାଙ୍କର ମୁହଁରେ ଅଗଷ୍ଟ ଲାଗିଥିଲା . ସ୍ଥାନୀୟ ଜନସାଧାରଣ ଓ ଆଜିସମ ସଦସ୍ୟ ମାନେ ଆଧାରକରି ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି .

Post a Comment

0 Comments