ଶିଖରଗୋଚ୍ଛା ବ୍ରିଜ ନିକଟରେ ଦୃଘଟଣା ଜଣେ ଆହତ



ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚଯାତର ଶିଖରଗୋଚ୍ଛା ବ୍ରିଜ ନିକଟରେ ଘଟିଛି ଦୃଘଟଣା .ଏହି ଦୃଘଟଣାରେ ସୋରଡ଼ା ଗ୍ରାମରସନାତନ ନାୟକ ଆହତ  .ତାଙ୍କୁ ଅଗ୍ନିଶମ ବାହୀଣୀଦ୍ୱାରା ନୟାଗଡ଼ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି.


Post a Comment

0 Comments