ନୂଆଗାଁ ବ୍ଲକର ସରପଞ୍ଚ ,ସମିତିସଭ୍ୟ ଓ ବିଜୁ ଜନତା ଦଳର ବରିଷ୍ଠ, ଯୁବ,ଛାତ୍ର ଓ ମହିଳା କର୍ମକର୍ତ୍ତାଙ୍କ ସହ ମାନ୍ୟବର ବିଧାୟକ, ଦଶପଲ୍ଲା ବିଜେଡ଼ି ଜିଲ୍ଲା ସଭାପତି, ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା .କେନ୍ଦ୍ରସରକାରଙ୍କୁ ବରୋଧ ରେ ଭିକ୍ଷବ ପ୍ରଦର୍ଶନ ପାଇଁ ପ୍ରସ୍ତୁତି ବୈଠକ କରାଯାଇଛି .ଓଡ଼ିଶାର ରାସନ କାର୍ଡ ହିତାଧୀ କାରୀଙ୍କୁ ମିଳୁଥିବା ରାସନ ର ପରିମାଣ କେନ୍ଦ୍ର ସରକାର କମାଇ ଦେଇଛନ୍ତି .ଯାହାକି ଓଡ଼ିଆ ମାନକଂ ପଖାଳ କଂସାକୁ ଲାତ ମାରିବା ସଦୃଶ .ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିଦେବା ,୧୦ କେଜି ବଦଳରେ ମିଳିବ ୫ କେଜି ୫୦ କେଜି ବଦଳରେ ମିଳିବ ୨୫ କେଜି ଯାହାକି ସୂଚନା ମିଳିଛି . ଯାହାକି ଓଡ଼ିଶାର ଜନସାଧାରଙ୍କ ମେରୁଦଣ୍ଡ ଭାଙ୍ଗିଦେବା ସହିତ ସମାନ . ସେଥିପାଇଁ ନୂଆଗାଁ ବ୍ଲକ୍ର ୨୨ ଗୋଟି ପଂଚାୟତ ମଧ୍ୟରେ ବିଯୁଜନତା ଦଳ ପକ୍ଷରୁ କରାଯିବ ଭିକ୍ଷବ ପ୍ରଦର୍ଶନ .ସେଥିପାଇଁ ଚୂଡାନ୍ତ ହୋଇଛି ସମୟ ଓ ଦିନ .୧୫.୦୨.୨୦୧୩ ଦିନ ପ୍ରତେକ ପଂଚାୟତ ସମୁଖରେ ଭିକ୍ଷବ ପ୍ରଦର୍ଶନ କରାଯିବ .୧୬.୦୨.୨୦୧୩ ଦିନ ୧୦ ଘଟିକା ସମୟରେ ନୂଆଗାଁ ବ୍ଲକ ସମୁଖରେ ଭିକ୍ଷବ ଓ ଗାନ ଧାରଣା ପ୍ରଦର୍ଶନ କରାଯିବାର ସୂଚନା ମିଳିଛି .
0 Comments