ନୟାଗଡ଼ (ଜିତୁନ ମହାପାତ୍ର )ନୟାଗଡ଼ ସଦର ଥାନା ଅନ୍ତର୍ଗତ ନୂଆ ବସସ୍ଟାନ୍ଡ ସମୁଖରେ ଦୃଘଟଣା ,ବୋଲେରୋ ସ୍କୁଟି ମୁହାଁମୁହିଁ ହେବା ଦ୍ୱାରା ସ୍କୁଟି ଚାଳକ ଦୁଇ ଜଣ ଗୁରୁତର ହୋଇ ପଡିଛନ୍ତି . ତାଙ୍କୁ ସଂଗେସଂଗେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା ସେଥିମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କାର୍ଜିଛି .ସେ ଦୁଇଜଣ ସ୍କୁଟି ଚାଲାକ ହେଲେ ଚଣ୍ଡୀବସ୍ଟ ଗ୍ରାମର ଦୁଇ ଯୁବକ ହେଲେ ପ୍ରତାପ ମାଝୀ,ରାକେଶ କୁମାର ଧଳ.
0 Comments