ନୟାଗଡ ଜିଲ୍ଲା ମାନ୍ୟବର ବିଧାୟକ, ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି,ନୟାଗଡ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ମହୋଦୟ ଙ୍କ ନେତୃତ୍ୱ ରେ
ନୂଆଗାଁ ବ୍ଲକ୍ ର ସମସ୍ତ ବିଜୁ ଜନତା ଦଳ କର୍ମକର୍ତ୍ତା ମାନେ ଆଜି ନୂଆଗାଁ ବଙ୍ଗଳା ଠାରୁ ବାହାରି ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ରେ ପ୍ରଧାନମନ୍ତ୍ରୀ ଙ୍କ କାଟ ଛାଟ ନୀତି ବିରୁଦ୍ଧ ରେ ଵିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟ ନିର୍ବାହି ଅଧିକାରି ଓ ବ୍ଲକ ଉର୍ନ୍ନୟନ ଅଧିକାରୀ, ନୂଆଗାଁ ଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ କରାଗଲା
0 Comments