୨୦୦୨ ଯୁକ୍ତ ୨ ବ୍ୟାଚ ବନ୍ଧୁମିଳନ

 



ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦରମହକୁମାଠାରେ ନୂଆଗାଁ ଯୁକ୍ତ ୨ କଲେଜର ୨୦୦୨ ବ୍ୟାଚର ଛାତ୍ରଛାତ୍ରୀମାନଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୧ ବର୍ଷ ପରେ କଲେଜ ସମୟର ବନ୍ଧୁମାନେ ଏକତ୍ରିତ ହୋଇ ଖୁସି ମନାଇବା ସହ ଏକ ଭୋଜିଭାତର ଆୟୋଜନ କରିଥିଲେ। ଏଥିରେ ୨୦୦୨ ବ୍ୟାଚର ରଶ୍ମିତା ପ୍ରଧାନ, ଶଙ୍କର୍ଷଣ ବେହେରା, ସୁବ୍ରତ ପାତ୍ର, ସୁଶାନ୍ତ କୁମାର ବାରିକ, ଅନିଲ ଖଣ୍ତୁଆଳ, ପ୍ରତିମା ଦଳବେହେରା, ଅମିତ ପାତ୍ର, ପୀତାମ୍ବର ପାତ୍ର ପ୍ରମୁଖ ବନ୍ଧୁମିଳନ ଉତ୍ସବକୁ ପରିଚାଳନା କରିଥିଲେ।

Post a Comment

0 Comments