ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବରେ କଟକ ସହରରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ l

 



ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍। ଏହା ପୂର୍ବରୁ ୧୧ ତାରିଖ ଦିନ କଟକର ବାରବାଟି ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ପାଳନ ହେବ। ବାରବାଟି ଷ୍ଟାଡିୟମରେ ଏହି ଉତ୍ସବରେ ପ୍ରାୟ ୪୦ ହଜାର ଦର୍ଶକ ଉପସ୍ଥିତ ରହିବେ।

Post a Comment

0 Comments