କଳାକାର ସହାୟତା ଯୋଜନା-୨୦୨୧ ର ହିତାଧିକାରୀ ଙ୍କ ସାମର୍ଥ୍ୟ ପରିକ୍ଷା ଓ ଆବେଦନ ପତ୍ର ଯାଞ୍ଚ ପ୍ରକିୟା ଶେଷ .



ନୂଆଗାଁ ବ୍ଲକ ପରିସରରେ କଳାକାର ସହାୟତା ଯୋଜନା-୨୦୨୧ ର ହିତାଧିକାରୀ ଙ୍କ ସାମର୍ଥ୍ୟ ପରିକ୍ଷା ଓ ଆବେଦନ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି . ବ୍ଲକ ସଭା ଗୃହରେ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ,ବିଡ଼ିଓ ନୂଆଗାଁ ପ୍ରମୋଦ କୁମାର ନାୟକ ,ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା . ପଞ୍ଚାୟତ ସମିତି କାର୍ଯ୍ୟ।ଳୟ  ସଭାଗୃହସମୟ- ପୂର୍ବାହ୍ନ ୧୦.୦୦ ଘଟିକା . ପ୍ରତେକ ଦିନ ଆରମ୍ଭ ହୋଇଥିଲା . ୪ ଦିଅନା ଧରି ଏହି କାର୍ଯ୍ୟକ୍ରମ ହୋଇଥିଲା .


୦୪.୦୧.୨୦୨୩ ବଡଗୋଠ,ହରିପୁର,ଚାହାଳି,ଖଣ୍ଡଗାଁ,ଉଦୟପୁର ,ମଳିସାହି ,

୦୫.୦୧.୨୦୨୩ ବେରୁଆଁବାରି ,ପାରାଢିପି,ମହିପୁର ,ସିକ୍ରୀଡା,ଜାକେଡା,

୦୬.୦୧.୨୦୨୩ ନୂଆଗାଁ ,ମାଈଛେଳି ,ସିଙ୍ଗାରପଲ୍ଲୀ,ସୋରଡା,       

୦୭.୦୧.୨୦୨୩ ଦୁରୁଦୁରା ,ବାହାଡାଝୋଲା ,ଢେଙ୍କେଣା,ଗାତେରି,କୋରଡ଼ା

ଏହି ସବୁ ଦିନରେ ପଂଚାୟତ ମଧ୍ୟରୁ କଳାକାର ମାନେ ଏଡିସନ ପାଇଁ ଯୋଗ ଦେଇଥିଲେ . ସମୁଦାୟ ୪୨୭ ଜଣ କଳାକାର ଯୋଗ ଦେଇଥିଲେ .ଏ ସମସ୍ତ କଳାକାର ମଧ୍ୟରୁ ମାତ୍ର ୯ ଜଣ କଳାକାର ଚିହ୍ନଟ କରାଯିବ . 


Post a Comment

0 Comments