.
ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମଧ୍ୟରେ ଥିବ ଦାଶରଥି ପଟନାୟକଙ୍କ ସଂଗ୍ରାଳୟ କୁ ଆଜି ମାନ୍ୟବର ବିଧାୟକ ଡ଼ . ଅରୁଣ କୁମାର ସାହୁଙ୍କ ଦ୍ୱାରା ବହୁ ମୂଲ୍ୟବାନ ପତ୍ର ପତ୍ରିକା ପ୍ରଦାନ କରିଛନ୍ତି . ଏହି ସବୁ ପତ୍ର ପତ୍ରିକା ମାନ୍ୟବର ବିଧାୟକ ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ କୁମାର ମହାପାତ୍ର (ଭାଲୁ ଭାଇ) ଙ୍କ ଦ୍ଵାରା ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ପରିସରରେ ବିଭିନ୍ନ ଗବେଷଣାତ୍ମକ ପତ୍ର ପତ୍ରିକା ତା (୬/୧/୨୩) ରେ ପ୍ରଦାନ। ବିଧାୟକଙ୍କ ପୁସ୍ତକ ଦାନ ମହାନତାକୁ ଦାସିଆ ଅଜାଙ୍କ ପାଠାଗାର ପକ୍ଷରୁ ଓ ସଂସ୍କୃତି ପ୍ରେମୀ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ଅଭିନନ୍ଦନ
0 Comments