ନୂଆଗାଁ ବ୍ଲକ ପରିସରରେ କଳାକାର ସହାୟତା ଯୋଜନା-୨୦୨୧ ର ହିତାଧିକାରୀ ଙ୍କ ସାମର୍ଥ୍ୟ ପରିକ୍ଷା ଓ ଆବେଦନ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି . ବ୍ଲକ ସଭା ଗୃହରେ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ,ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି . ପଞ୍ଚାୟତ ସମିତି କାର୍ଯ୍ୟ।ଳୟ ସଭାଗୃହସମୟ- ପୂର୍ବାହ୍ନ ୧୦.୦୦ ଘଟିକା ବେରୁଆଁବାରି (୨୯),ପାରାଢିପି(୨୮),ମହିପୁର (୩୭),ସିକ୍ରୀଡା(୨୨),ଜାକେଡା(୧୫) ପଞ୍ଚାୟତରୁ ସମୁଦାୟ ୧୦୯ ଜଣ କଳା କାର ଯୋଗଦେଇଥିଲେ
0 Comments