ନୂଆଗାଁ ବ୍ଲକ ପରିସରରେ ଆଶା ପ୍ରଶିକ୍ଷଣ ଶିବିର




ନୂଆଗାଁ ବ୍ଲକ  ଆଶା ମାନଙ୍କର  ପ୍ରଶିକ୍ଷଣ ଶିବିର ନୂଆଗାଁ ବ୍ଲକ ପରିସରରେ ରେ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିର ରେ ପରିବର୍ତ୍ତିତ ୧୨ ଗୋଟି ସ୍ଵାସ୍ଥ୍ୟ ସେବା ମଧ୍ୟରୁ ବାର୍ଦ୍ଧକ୍ୟ ଅବସ୍ଥା ରେ ବୟସ୍କ ମାନଂକ ପାଇଁ ସ୍ଵାସ୍ଥ୍ୟ ସେବା ଏବଂ ପ୍ରଶମନ ସମ୍ବନ୍ଧୀୟ ସ୍ଵାସ୍ଥ୍ୟ ସେବା ସମ୍ବନ୍ଧରେ   ୫ ଦିନ ପର୍ଯ୍ୟନ୍ତ ତାଲିମ କାର୍ଯ୍ୟକ୍ରମ ଆଶା ମାନଙ୍କୁ ଦିଆଯିବ ।ଉକ୍ତ କାର୍ଯ୍ୟକ୍ରମ ନୂଆଗାଁ ବିଡ଼ିଓ ପ୍ରମୋଦ କୁମାର ନାୟକ   ଦାୟୀତ୍ବ ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ ଅଧିକାରୀ ଡ଼ . ସଲୀଳା   ଷଡ଼ଙ୍ଗୀ  ଏହାକୁ ଶୁଭାରମ୍ଭ କରିବା ସହିତ କାର୍ଯ୍ୟକ୍ରମ କୁ ନୂଆଗାଁ ମଣ୍ଡଳ ସ୍ତରୀୟ ସମସ୍ତ  ସ୍ବାସ୍ଥ୍ୟ କର୍ମୀ   ଏବଂ ବିପିଏମ  କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମ ୧୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଥମ ରାଉଣ୍ଡ ରେ ୫ ଦିନିଆ କାର୍ଯ୍ୟକ୍ରମ ଚାଲିବା ସହିତ ଆଗକୁ ପରବର୍ତ୍ତୀ କାର୍ଯ୍ୟକ୍ରମ ହେବା ର ସୂଚନା ରହିଛି ।. ଏହି କାର୍ଯ୍ୟ କ୍ରମରେ ନୂଆଗାଁ ମଣ୍ଡଳର ୨୯ ଜଣ ଆଶା କର୍ମୀ ଯୋଗଦେଇଥିଲେ . ସମ୍ପଦ ,ନୂଆଗାଁ ,ଲୁଣିସର ,ଯାକେଡ଼ ,ଜଗନ୍ନାଥପ୍ରସାଦ ର ସମସ୍ତ କାର୍ଯ୍ୟରତ ଆଶାକର୍ମୀ ଯୋଗ ଦେଇଥିଲେ . 



Post a Comment

0 Comments