କଳାକାର ସହାୟତା ଯୋଜନା-୨୦୨୧ ର ହିତାଧିକାରୀ ଙ୍କ ସାମର୍ଥ୍ୟ ପରିକ୍ଷା ଓ ଆବେଦନ ପତ୍ର ଯାଞ୍ଚ ତୃତୀୟ ଦିନ

 



ନୂଆଗାଁ ବ୍ଲକ ପରିସରରେ କଳାକାର ସହାୟତା ଯୋଜନା-୨୦୨୧ ର ହିତାଧିକାରୀ ଙ୍କ ସାମର୍ଥ୍ୟ ପରିକ୍ଷା ଓ ଆବେଦନ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି . ବ୍ଲକ ସଭା ଗୃହରେ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ,ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି . ପଞ୍ଚାୟତ ସମିତି କାର୍ଯ୍ୟ।ଳୟ  ସଭାଗୃହସମୟ- ପୂର୍ବାହ୍ନ ୧୦.୦୦ ଘଟିକା . ୦୬.୦୧.୨୦୨୩ ପଞ୍ଚାୟତ ସମିତି କାର୍ଯ୍ୟ।ଳୟ  ସଭାଗୃହ

ସମୟ- ପୂର୍ବାହ୍ନ ୧୦.୦୦ ଘଟିକା ନୂଆଗାଁ (୧୮),ମାଈଛେଳି (୧୫),ସିଙ୍ଗାରପଲ୍ଲୀ(୪୭),ସୋରଡା(୩୦), ଞ୍ଚାୟତରୁ ସମୁଦାୟ ୯୫  ଜଣ କଳା କାର ଯୋଗଦେଇଥିଲେ



Post a Comment

0 Comments