କଳାକାର ସହାୟତା ଯୋଜନା-୨୦୨୧ ର ହିତାଧିକାରୀ ଙ୍କ ସାମର୍ଥ୍ୟ ପରିକ୍ଷା ଓ ଆବେଦନ ପତ୍ର ଯାଞ୍ଚ

 


ନୂଆଗାଁ ପଞ୍ଚାୟତ ସମିତି ୫୩୭ ଜଣ ଆବେଦନକାରୀ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା-୨୦୨୧ ରେ ସାମିଲି ହେବାପାଇଁ ଦରଖାସ୍ତ ଜିଲ୍ଲା କାର୍ଯ୍ଯ।ଳୟ ଆବେଦନ କରିଥିଲେ  ।ଉକ୍ତ ଆବେଦନକାରୀଙ୍କ ଦରଖାସ୍ତ ଓ ଅନ୍ୟାନ କାଗଜାତର ଯାଞ୍ଚ ପ୍ରକ୍ରିୟା ଓ ସାମର୍ଥ୍ୟ ପରୀକ୍ଷା  ତା ୦୪.୦୧.୨୦୨୩ ଋଖ ଠାରୁ ତା ୦୭.୦୧.୨୦୨୩ ଋଖ ପର୍ଯ୍ୟନ୍ତ  ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ପଞ୍ଚାୟତ ସମିତି କାର୍ଯ୍ୟଳୟର ସମ୍ମିଳନି ସଭାଗୃହରେ  ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆବେଦନ କରିଥିବା ସମସ୍ତ କଳାକାର ନିଜ ନିଜର ମୂଳ ପ୍ରମାଣପତ୍ର ସହିତ ଆବଶ୍ୟକୀୟ ସରଞ୍ଜାମ ନେଇ ଅଦ୍ୟ କାର୍ଯ୍ୟଳୟରେ   ଉପସ୍ଥିତ ରହିବା ହେବେ । ଆବେଦନକାରୀଙ୍କ ସବିଶେଷ ତଥ୍ୟ ଆପଣଙ୍କ ଗୋଚରାର୍ଥେ ସଲଗ୍ନ କରାଯାଇଛି । ଏଥି ସହିତ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ନିମ୍ନରେ ପ୍ରଦତ୍ତ କରାଗଲା  ।

କାର୍ଯ୍ୟସୂଚୀ

କ୍ରମିକ ସଂଖ୍ୟା

ଯାଞ୍ଚ ତାରିଖ

ସ୍ଥାନ ଓ ସମୟ

ଗ୍ରାମ ପଞ୍ଚାୟତର ନାମ

୦୪.୦୧.୨୦୨୩

ପଞ୍ଚାୟତ ସମିତି କାର୍ଯ୍ୟ।ଳୟ  ସଭାଗୃହ

ସମୟ- ପୂର୍ବାହ୍ନ ୧୦.୦୦ ଘଟିକା

ବଡଗୋଠ(୪୫),ହରିପୁର(୨),ଚାହାଳି(୧୪),ଖଣ୍ଡଗାଁ (୩୨),ଉଦୟପୁର (୧୭),ମଳିସାହି (୨୧),

୦୫.୦୧.୨୦୨୩

ପଞ୍ଚାୟତ ସମିତି କାର୍ଯ୍ୟ।ଳୟ  ସଭାଗୃହ

ସମୟ- ପୂର୍ବାହ୍ନ ୧୦.୦୦ ଘଟିକା

ବେରୁଆଁବାରି (୨୯),ପାରାଢିପି(୨୮),ମହିପୁର (୩୭),ସିକ୍ରୀଡା(୨୨),ଜାକେଡା(୧୫),

୦୬.୦୧.୨୦୨୩

ପଞ୍ଚାୟତ ସମିତି କାର୍ଯ୍ୟ।ଳୟ  ସଭାଗୃହ

ସମୟ- ପୂର୍ବାହ୍ନ ୧୦.୦୦ ଘଟିକା

ନୂଆଗାଁ (୧୮),ମାଈଛେଳି (୧୫),ସିଙ୍ଗାରପଲ୍ଲୀ(୪୭),ସୋରଡା(୩୦),       

୦୭.୦୧.୨୦୨୩

ପଞ୍ଚାୟତ ସମିତି କାର୍ଯ୍ୟ।ଳୟ  ସଭାଗୃହ

ସମୟ- ପୂର୍ବାହ୍ନ ୧୦.୦୦ ଘଟିକା

ଦୁରୁଦୁରା (୪୪),ବାହାଡାଝୋଲା (୧୦),ଢେଙ୍କେଣା(୪୯),ଗାତେରି(୦୭),କୋରଡ଼ା(୨୪)

           


ଆଜି ନୂଆଗାଁ ବ୍ଲକ ପରିସରରେ କଳାକାର ସହାୟତା ଯୋଜନା-୨୦୨୧ ର ହିତାଧିକାରୀ ଙ୍କ ସାମର୍ଥ୍ୟ ପରିକ୍ଷା ଓ ଆବେଦନ ପତ୍ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି . ବ୍ଲକ ସଭା ଗୃହରେ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ଓ ବିଡ଼ିଓଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି . ଆଜି ବଡଗୋଠ(୪୫),ହରିପୁର(୨),ଚାହାଳି(୧୪),ଖଣ୍ଡଗାଁ (୩୨),ଉଦୟପୁର (୧୭),ମଳିସାହି (୨୧) ପଂଚାୟତରୁ ସମୁଦାୟ ୮୭ ଜଣ କଳାକାର ଯୋଗ ଦେଇଥିଲେ .

Post a Comment

0 Comments