ନୟାଗଡ ଜିଲ୍ଲା ପୋଲିସ ପ୍ରଶାସନ ସ୍ତରରେ ହୋଇଛି ଅଦଳବଦଳ


ନୟାଗଡ ଜିଲ୍ଲା ପୋଲିସ ପ୍ରଶାସନ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି । ଏଥିରେ ଜିଲ୍ଳାର ୧୫ ଜଣ ସବ୍ ଇନ୍ସପେକ୍ଟରଙ୍କ ମଧ୍ୟରେ ଅଦଳବଦଳ ହୋଇଥିବା ବେଳେ ୯ ଜଣ ଏଏସଆଇଙ୍କର ବଦଳି ହୋଇଛି । ସେଥିମଧ୍ୟରୁ ସବ୍ ଇନିସପେକ୍ଟର ରାଜେଶ କୁମାର ଶ୍ରୀ ଚନ୍ଦନଙ୍କର ଭାପୁର ରୁ ରଣପୁର ଥାନାକୁ , କଣ୍ଟିଲୋ ଫାଣ୍ଡି ରୁ ନିହିର କୁମାର ମିଶ୍ର ଙ୍କର ରଣପୁର ଥାନା , ବିନୟ ରଞ୍ଜନ ପରିଡ଼ା ଙ୍କର ରଣପୁର ଥାନାରୁ ଭାପୁର ଥାନା , ଦୁର୍ଯ୍ୟଧନ ପଲ୍ଲେଇ ଙ୍କ ର ରଣପୁର ଥାନା ରୁ ଦର୍ପନାରାୟଣପୁର ଫାଣ୍ଡି , କୃତିବାସ ହରିଚନ୍ଦନ ଙ୍କ ର ନୂଆଗାଁ ରୁ ଚାନ୍ଦପୁର ଥାନା, ନିରଂଜନ କିଶୋର ବଡ଼ଜେନାଙ୍କର ଶରଣକୁଳ ଥାନା ରୁ ଗୋଡ଼ିପଡ଼ା ଫାଣ୍ଡି ,

ଗୌରହରି ଜେନା ଙ୍କ ର ନୟାଗଡ ଥାନା ରୁ ଶରଣକୂଳ ଥାନା, ସିମାଞ୍ଚଳ ନାୟକଙ୍କର ନୟାଗଡରୁ ନୟାଗଡ ଟାଉନ ଥାନା , ଶ୍ରୀକାନ୍ତ ପଣ୍ଡା ଙ୍କର ଗଣିଆ ଥାନାରୁ ଦଶପଲ୍ଲା ଥାନା, ଶ୍ରଦ୍ଧା ନାୟକ ଙ୍କ ଖଣ୍ଡପଡ଼ା ଥାନାରୁ ଫତେଗଡ ଥାନା , ହବିପୁର ରେହେମାନଙ୍କର ନୟାଗଡ ରୁ ଖଣ୍ଡପଡା ଥାନା , ରମେଶ ଚନ୍ଦ୍ର ଜେନା ଙ୍କର ଫତେଗଡ ଥାନାରୁ କଣ୍ଟିଲୋ ଆଉଟ୍ ପୋଷ୍ଟ , ଏନ୍ ଶଙ୍କର ରାଓ ଙ୍କର ଆରଓ ନୟାଗଡରୁ ଡ଼ିଆଇବି ନୟାଗଡ , ଉଦ୍ୟନାଥ ସାହୁଙ୍କର ଆରଓ ନୟାଗଡ ବାଣିଗୋଛା ଥାନା , ପୁରୁଷତ୍ତମ ପ୍ରଧାନ ଙ୍କର ଚାନ୍ଦପୁର ଥାନାରୁ ନୂଆଗାଁ ଥାନା ,

ଏସଆଇ ଶଙ୍କର ପ୍ରସାଦ ପାଢ଼ୀ ଙ୍କର ବାଣୀଗୋଛା ଥାନାରୁ ଖଣ୍ଡପଡା ଥାନା , ଆର୍ତ୍ତତ୍ରାଣ ବେହେରାଙ୍କର କୋସ୍କା ଫାଣ୍ଡି ରୁ ଚାନ୍ଦପୁର ଥାନା , ବୈକୁଣ୍ଠ ନାଥ ସାହୁ ଙ୍କ ର ଫତେଗଡଥାନାରୁ କୋସ୍କା ଫାଣ୍ଡି , ବାଳକୃଷ୍ଣ ଦାସ ଙ୍କ ର ମେଡିକାଲ ଆଉଟ୍ ପୋଷ୍ଟ ରୁ ଆରଓ ନୟାଗଡ , ସଇନୁର ଖାଁ ଙ୍କ ର ଖଣ୍ଡପଡା ଥାନାରୁ ନୟାଗଡ ଥାନା , ଅରୁଣ କୁମାର ଜେନା ଙ୍କର ଶରଣକୂଳ ଥାନା ରୁ ନୁଆଗଡିଆ ସାହି ଫାଣ୍ଡି, ମୂଜିବୁର୍ ରେହେମାନ ଖାଁ ଙ୍କ ର ଦର୍ପନାରାୟଣପୁର ଫାଣ୍ଡି ରୁ ରଣପୁର ଥାନା , ହାଇଦର ଅଲ୍ଲୀ ଙ୍କର ଗୋଡ଼ିପଡ଼ା ରୁ ଶରଣକୂଳ ଥାନା ସେହିଭଳି ମନୋଜ କୁମାର ନାୟକ ଙ୍କ ନୁଆଗଡ଼ିଆ ସାହି ଫାଣ୍ଡି ରୁ ଖଣ୍ଡପଡା ଥାନା କୁ ବଦଳି ହୋଇଛି.

Post a Comment

0 Comments