ପୂରୀ ରଥଯାତ୍ରା ପାଇଁ 2021ମସିହାରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ପଞ୍ଚାୟତ କୋରଡ଼ା ଗ୍ରାମର ତିନିଜଣ ବ୍ୟକ୍ତି ଫାସିକାଠ ଦାନ କରିଥିଲେ. ସେଥିପାଇଁ ଚଳିତ ମାସ ସାତ ତାରିଖ ଦିନ ପୂରୀ ନୀଳାଦ୍ରିମଣ୍ଡପ ଠାରେ ପୂରୀ ଗଜପତିରଜାଙ୍କ ଦ୍ୱାରା ସେମାନଙ୍କୁମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି. ସେମାନେ ହେଲେ ବ୍ରଜବନ୍ଧୁ ଚମ୍ପତି, ସନ୍ତୋଷ ଗନ୍ତାୟତ, ଅନନ୍ତ ପ୍ରଧାନ. ଯାହାକି ଅଞ୍ଚଳ ପାଇଁ ଗର୍ବ ଗୌରବର ଆଣିଦେଇଛି.
0 Comments