ଦୁଲୁକିବ ଯାତ୍ରା ମଞ୍ଚ । କମ୍ପିବ ପରିବେଶ । ଆଉ ସଂଳାପ ଭାଙ୍ଗିବ ରାତିର ନିରବତା ।

 



ଏଥର ଜମିବ ଖଣ୍ଡଗିରି ମେଳା, ଦୁଇ ବର୍ଷ ପରେ ଦୁଲୁକିବ ଯାତ୍ରା ପେଣ୍ଡାଲ l୬ଟି ଯାତ୍ରା ପେଣ୍ଡାଲରେ ଦର୍ଶକ କଳାକାରଙ୍କ ହେବ ସିଧାସଳଖ ମିଳନ ।ଆସନ୍ତ ଜାନୁଆରୀ ୨୮ରେ ପଡ଼ୁଛି ମାଘ ସପ୍ତମୀ ତଥା ଚନ୍ଦ୍ରଭାଗା ବୁଡ଼ । ପରମ୍ପରା ଅନୁଯାୟୀ ଏହିଦିନ ପରଠୁ ଖଣ୍ଡଗିରି ପାଦଦେଶରେ ମେଳା ହେବ ଆରମ୍ଭ l

Post a Comment

0 Comments