ନୂଆଗଁ ବ୍ଲକ ପରାଢ଼ୀପି ପଞ୍ଚଯାତ ର ଗୁଣ୍ଡୁରା ସହି ଗ୍ରାମର ଜଣେ ହିତାଧୀ କାରୀଙ୍କ ଘରେ ନିଆଁ ଲାଗି ଘରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି .ଏହି ନିଆଁ କେମିତି ଲାଗିଲା ତାହାର ସଠିକ ସୂଚନା ମିଳିନାହିଁ . ଏହି ଖବର ନୂଆଗାଁ ଅଗ୍ନି ସଂ ବାହିନୀ ଜାଣିବା ପରେ ସେହି ସ୍ଥାନରେ ପହଂଚି ନିଆଁ କୁ ଆକଟ କରିବା କୁ ଚେସ୍ଟା କରିଥିଲେ .ସେ ବ୍ୟକ୍ତି ଜଣକ ହେଲେ ମାଟିଆ ବେହେରା . ଏବିଷୟରେ ଅଧିକ କିଛି ଜାଣିବା ପାଇଁ ସ୍ଥାନୀୟାୟ ସରପଞ୍ଚକୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ କୌଣସି ଉତର ଦେଇ ନଥିଲେ .
0 Comments