ଆସନ୍ତାକାଲି ଦିନ ୧ଟାରୁ ‍ରାଜ୍ୟର ସବୁ ସ୍କୁଲ ଛୁଟି

 


ଆସନ୍ତାକାଲି ଦିନ ୧ଟାରୁ ‍ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା ସବୁ ସରକାରୀ ଓ ବେସରକାରୀ ସ୍କୁଲ ଆସନ୍ତାକାଲି ଦିନ ୧ଟାରୁ ଛୁଟି ଘୋଷଣା । ହକି ବିଶ୍ଵକପ୍ ଉଦଘାଟନୀ ଉତ୍ସବ ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।

Post a Comment

0 Comments