ସରକାରୀ ଚାକିରିରେ OBC ସଂରକ୍ଷଣ ବଢ଼ିବ ନାହିଁ: ସୁପ୍ରିମକୋର୍ଟରେ ଖାରଜ ହେଲା ୟାଚିକା

 


ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଏକ ନିରାଶାଜନକ ଖବର । ସରକାରୀ ଚାକିରିରେ ଅନ୍ୟ ପଛୁଆ ବର୍ଗ (ଓବିସି) ପ୍ରାର୍ଥୀଙ୍କ ସଂରକ୍ଷଣ ପ୍ରତିଶତ ବୃଦ୍ଧି ହେବ ନାହିଁ । ଏନେଇ ସୁପ୍ରିମକୋର୍ଟରେ ଆଗତ ହୋଇଥିବା ୟାଚିକା ଖାରଜ ହୋଇଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ଏବେ ଅନେକ ଛାତ୍ରଛାତ୍ରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Post a Comment

0 Comments