ବାପାଙ୍କୁ ହରାଇ ଦୁଃଖରେ ଥିବା ଜଣେ ଶିକ୍ଷିତ ମହିଳାଙ୍କୁ ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନିତ କଲେ, ତାହା ମତେ ଦୁଃଖ ଦେଲା । ଏହା ଓଡିଶାର ସବୁ ମହିଳାଙ୍କ ପାଇଁ ଦୁଃଖର କଥା । ରାଜନୀତିରେ ନିର୍ବାଚନ ଜିତିବା, ହାରିବା ଅଲଗା କଥା । ହେଲେ ଜଣେ ମହିଳାଙ୍କୁ ଅସମ୍ମାନିତ କରିବା ନିନ୍ଦନୀୟ ଘଟଣା । ତେଣୁ ବର୍ଷାଙ୍କ ସଙ୍ଗେ ଠିଆ ହେବା ପାଇଁ ନିଷ୍ପତ୍ତି ନେଇ ମୁଁ ପଦ୍ମପୁର ଆସିଥିଲି : Naveen Patnaik
0 Comments