ଗୋଲ୍ଡ ରଙ୍ଗର ଟିକ୍ କମ୍ପାନୀଗୁଡ଼ିକ ପାଇଁ ରହିବ । ସରକାରୀ ଅନୁଷ୍ଠାନ କିମ୍ବା ସରକାରଙ୍କ ସହ ଜଡ଼ିତ ଆକାଉଣ୍ଟ ପାଇଁ ‘ଗ୍ରେ’ ବା ଧୂସର ରଙ୍ଗର ଟିକ୍ ଉପଲବ୍ଧ ହେବ ।ସେହିପରି କୌଣସି ବ୍ୟକ୍ତିଙ୍କ ପାଇଁ ନୀଳ ରଙ୍ଗର ଟିକ୍ ଉପଲବ୍ଧ ହେବ ।ମସ୍କ ଏହା ସ୍ପଷ୍ଟ କରିଛନ୍ତି ଯେ, ଯାଞ୍ଚ ହୋଇଥିବା ଆକାଉଣ୍ଟକୁ ମାନୁଆଲ ପ୍ରାମାଣିକରଣ କରାଯିବ । ଯଦି ଏହି ପ୍ରକ୍ରିୟାରେ କିଛି କମ୍ ଥାଏ, ତେବେ ଆକାଉଣ୍ଟ ଭେରିଫାଏ ହେବନାହିଁ ।
0 Comments