ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଗାଈଗୋରୁଙ୍କୁ ମାଡିଚାଲିଛି ଏହି ଡିଆଁ ରୋଗ ।ଏହା ଫଳରେ ୧୪ଟି ଜିଲ୍ଲାକୁ ଆଲର୍ଟ କଲେ ପ୍ରାଣୀ ସମ୍ପଦ ବିଭାଗ ।ଏହି ରୋଗ ଗୋଟିଏ ଗାଈ ଠାରୁ ଅନ୍ୟ ଗାଈଙ୍କୁ ଡେଉଁଛି । ଲମ୍ପି ରୋଗରେ ଗାଈଙ୍କ ଶରୀରରେ ଟଙ୍କା ଭଳି ଫୋଟକା ହୋଇଯାଇ କ୍ଷତ ସୃଷ୍ଟି ହେବା ସହ ଗୋଡ ଫୁଲୁଛି । ଏହାସହ ଗାଈ ଦେହରେ ଜ୍ୱର ମଧ୍ୟ ରହୁଛି । ଏଥିରୁ ମୁକ୍ତି ପାଇଁ ଗୋରୁଙ୍କୁ ଟିକାକରଣ କରାଯାଇଥିଲେ ବି ଏହା କାମ କରୁନଥିବା ନେଇ ଆସିଲା ଅଭିଯୋଗ l
0 Comments