ମନମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତରଖାନା ପରିସରକୁ ସଫାସୁତରା ରଖିବା ସହ ଅବ୍ୟବହୃତ ସାମଗ୍ରୀ ଉଠାଇ ପରିଷ୍କାର ରଖିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ l ଏଥିସହିତ ଜ଼ିଲ୍ଲାପାଳ ହସ୍ପିଟାଲ ପରିସର ବୁଲି ଦେଖିଥିଲେ l ଏହି ପରିଦର୍ଶନ ସମୟ ରେ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ନୂତନ ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ.
0 Comments