ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା l ପ୍ରେମିକକୁ ପ୍ରେମିକା ସମେତ ବିବାହିତା ପ୍ରେମିକାର ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ l

 



ଏଭଳି ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରୁ l ସୂଚନା ଅନୁସାରେ ନୟାଗଡ଼ ମହୀପୁର ଅଂଚଳର ସୁନିତା ନିଜ ସ୍ୱାମୀ ଦିପୁଙ୍କ ସହ କଟକ ଠାରେ ଦହିବରା ବେପାର କରୁଥିଲେ l ତେବେ ଏହି ଦହି ବରା ବେପାର ବେଳେ ସୁନିତାଙ୍କର କଟକରେ LIC ଏଜେଣ୍ଟ ଭାବେ କାମ କରୁଥିବା ଶୈଳେନ୍ଦ୍ର ଜେନାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା I ଯାହାକୁ ନେଇ ପୂର୍ବରୁ ଶୈଳେନ୍ଦ୍ର ଓ ଦିପୁଙ୍କ ମଧ୍ୟରେ ବଚସା ହୋଇଥିଲା I ତେବେ ଗତ କିଛିଦିନ ତଳେ ପ୍ରେମିକା ଫୋନରୁ ନୂଆଗାଁ ଅଞ୍ଚଳକୁ ଆସିବା ପାଇଁ ମେସେଜ ଆସିବା ପରେ ପ୍ରେମିକ ଶୈଳେନ୍ଦ୍ର ନିଜର ଅନ୍ୟଜଣେ ବନ୍ଧୁଙ୍କ ସହ ନୂଆଗାଁ ମହୀପୁର ଅଞ୍ଚଳକୁ ଆସିଥିଲେ I ମାତ୍ର ପରବର୍ତୀ ସମୟରେ ଶୈଳେନ୍ଦ୍ର ଆଉ କଟକ ଫେରିନଥିଲେ I ଯାହାକୁ ନେଇ କଟକ ଲାଲବାଗ ଥାନା ପୋଲିସ ଏହି ଘଟଣାରେ ନିଖୋଜ ମାମଲା ରୁଜୁକରିଥିବା ବେଳେ ଶୈଳେନ୍ଦ୍ରଙ୍କ ପତ୍ନୀ  ଶୈଳେନ୍ଦ୍ରଙ୍କ ପ୍ରେମିକା ସୁନିତା ଓ ତାଙ୍କ ସ୍ୱାମୀ ଦିପୁଙ୍କ ନାମରେ ନୂଆଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି I ଯାହାକୁ ନେଇ ଘଟଣା ସ୍ଥଳରେ କଟକ ଓ ନୟାଗଡ଼ ପୋଲିସ ପହଂଚି ଶୈଳେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ତଦନ୍ତ ଚଳାଇଥିବା ବେଳେ ପ୍ରେମିକା ସୁନିତାକୁ ଗିରଫ ନୂଆଗାଁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ କୌଶଳ


Post a Comment

0 Comments