ଓଏଲଏମ ବିଭାଗ ସମସ୍ତ କର୍ମଚାରୀ ଙ୍କ ମିଳିତ ସହଯୋଗରେ ଲିକୁନ ଙ୍କୁ ଚିକିସ୍ଛା ଲାଗି 178୦୦ ଟଙ୍କା ପ୍ରାଦନ




ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ର ଓଏଲଏମ  ବିଭାଗର ସମସ୍ତ କର୍ମଚାରୀ ଯଥା ସିଆର୍ପି ,ଏମ୍ବିକେ ,କ୍ରୁଷିମିତ୍ର ,ପ୍ରାଣୀମିତ୍ର ,ବ୍ୟାଙ୍କ ମିତ୍ର ,ବିଭାଗର ସମସ୍ତ ବିଭାଗ କର୍ମଚାରୀ ଏକତ୍ରିତ ଭାବରେ ୧78୦୦ ଟଙ୍କା  ସମସ୍ତେ ଯୋଗାଡ଼ କରି ଆଜି ନୂଆଗାଁ ବ୍ଲକ ପରିସରରେ ବିଡ଼ିଓ ପ୍ରମୋଦ କୁମାର ନାୟକଙ୍କ ଉପସ୍ଥିତିରେ   ଲିକୁନ ଙ୍କ ଚିକିତ୍ସା  ଲାଗି ତାଙ୍କ ବଡ଼ମା ଝୁନା ସାହୁ ଙ୍କୁ ଦିଆଯାଇଛି . କାରଣ ଲିକୁନ ଗଲା ମାସରେ ୭ ତାରିଖରେ ଏକ ସଡ଼କଡ଼ରୁଘଟଣାରେ ଦୃଘଟଣା ଗ୍ରସ୍ତ ହୋଇଥିଲେ .ତାଙ୍କ ମୁଣ୍ଡରେ ପ୍ରଚୁର ମାତ୍ରାରେ ଆଘାତ ଲାଗିଥିଲେ . ଯାହାକି ବର୍ତମାନ ସେ ଭୁବନେଶ୍ୱରେ ଏକ ଘରୋଇ ଚିକିତ୍ସାଳୟରେ ରହି ଚିକିତ୍ସଛିତ ହେଉଛନ୍ତି .ଲିକୁନ ଙ୍କୁ ଠିକ କରିବା ଲାଗି ସମସ୍ତ ପରିବାର ବର୍ଗ ଅର୍ଥ ଯୋଗାଡ଼ରେ ଲାଗିପଡିଛନ୍ତି . ଲିକୁନ ମା ବର୍ତମାନ ସହାୟତାପାଇଁ ଶଯ୍ୟାର ହାତ  ବଢ଼ାଇ ଛନ୍ତି. ସେଥିପାଇଁ ଓଏଲଏମ  ବିଭାଗ ତରଫରୁ ସମସ୍ତ କର୍ମଚାରୀ ନିଜ ଦରମାରୁ କିଛି କିଛି ସଂଗ୍ରହ କରି ଆଜି ୧78୦୦  ଟଙ୍କା  ଦିଆଯାଇଛି . 

Post a Comment

0 Comments