ନୂଆଗାଁ ଓଡିଶା ଡ୍ରାଇଭର ସଂଘର ବନ୍ଧୁମିଳନ

  .


ମହୀପୁର ରାମଚଣ୍ଡୀ କଲ୍ୟାଣୀ ମଣ୍ଡପ  ଠାରେ ଓଡି଼ଶା ଡ୍ରାଇଭର ସଂଘର ବନ୍ଧୁମିଳନ  ହୋଇଯାଇଛି . ନୂଆଗାଁ ବ୍ଲକ ଡ୍ରାଇଭର ସଂଘର ସଭାପତି ସନ୍ତୋଷ ସ୍ୱାଇଁ ଙ୍କ ସଭାପତିତ୍ୱରେ ରାଜ୍ୟସ୍ତରରୁ ଦୁଇଜଣ ପ୍ରଶାନ୍ତ ମାଣ୍ଡୁଳି ,ସୋମନାଥ ଆଲାଟିଏ ସମେତ ନୟାଗଡ଼ ଜିଲ୍ଲା ଡ୍ରାଇଭର ସଂଘର ୬ ସଦସ୍ୟ ଆଜିର ଆଜି ବନ୍ଧୁମିଳନ ଦିବସରେ ଉପସ୍ଥିତ ରହିଥିଲେ .ନୂଆଗାଁ ବ୍ଲକ ର ସମସ୍ତ ଡ୍ରାଇଭର ଆଜି ଉପସ୍ଥିତ ରହି ଏହି ବନ୍ଧୁମିଳନ ଦିବସଟିକୁ ଖୁବ ଧୁମ ଧାମରେ ପାଳନ କରିଛନ୍ତି . 

Post a Comment

0 Comments