ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।ସୁଚନା ମୁତାବକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିର କୁ17ନମ୍ବର ଜିଲ୍ଲା ପରିଷଦ ପ୍ରତିମା ଦଳବେହେରା (୧୬) ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ ଓ ସ୍ଥାନୀୟ ସରପଞ୍ଚ ଫକୀର ମୋହନ ସାହୁ , ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।ଏଥିରେ ମହିପୁରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ସତିସ ନିବେଦନ, ଡକ୍ଟର ସଲୀଳା ଷଢଙ୍ଗୀ , ଡ଼ . ଅଂଶୁମାନ ଦାଶ ,ଡ଼. ଚିରଞ୍ଜିବି ବ୍ରମହା , ଫର୍ମାଷ୍ଟିଶ ଚିତ୍ତରଞ୍ଜନ ନାୟକ ଯୋଗାଇ ଥୀଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ ଗ୍ରାମ ସ୍କୁଲ ଛାତ୍ର ଛାତ୍ରୀ ମାନେ ଚିକିସ୍ଛା ପାଇଁ ଯୋଗଦେଇଥିଲେ ଏଥିରେ ଅଂଚଳର ଶତାଧିକ ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଧାନ କରିଥିଲେ । ସାନ୍ତି ଶୃଙ୍ଖଳାର ସହିତ ଆଜିର ସ୍ୱାସ୍ଥ୍ୟ ମେଲଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଶେଷରେ ଅନୁଷ୍ଠିତ ହୋଇଥିଲା . ତତ ସହିତ chsc ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ .
0 Comments