ଶାଳଭଙ୍ଗାଜଙ୍ଗଲ ନିକଟରେ ମାଲ ବାହି ଟ୍ରକ ଦୃଘଟଣା

 

ଏହୀମାତ୍ର ପ୍ରାପ୍ତ ଖବର ଅନୁଯାଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟା କେରା ବାଣି  ଗୋଚ୍ଛା ମଧ୍ୟରେ ଥିବା ଜାତୀୟ ରାଜପଥ ୫୭ ର ଶାଳଭଙ୍ଗା ଜଙ୍ଗଲ ମଧ୍ୟରେ ଏକ ମାଲ ବାହି ଟ୍ରକ ଭାରସ୍ୟାମ ହରାଇ ଏକ ଗଛ କୁ ଧକା ଦେଇଛି .ଖବର ଲେଖାଯିବା ସୁଦ୍ଧା କୌଣସି ବିଶେଷ ସୂଚନା ଅଦ୍ୟବାଦୀ ହସ୍ତଗତ ହୋଇନାହିଁ . 


Post a Comment

0 Comments