ନୟାଗଡ଼ ଜିଲ୍ଲା ସ୍ତରୀୟ ଓଷ୍ଟା ଶିଶୁ ଉଶ୍ଚବ ୨୦୨୨ ହେବାକୁ ଯାଉଛି


ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଡ଼ିମିରିଝରି ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ଓଷ୍ଟା ଶିଶୁ ଉଶ୍ଚବ୨୧.୧୨.୨୦୨୨  ହେବାକୁଯାଉଛି . ବ୍ଲକ ସ୍ତରୀୟ ଶିଶୁ ଉଶ୍ଚବରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଉତୀର୍ଣ୍ଣ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନେ ଏଥିରେ ଅଂଶ ଗ୍ରହଣ କରିବେ . ନୟାଗଡ଼ ଜିଲ୍ଲା ର ୮ଟି ବ୍ଲକ ରୁ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଏହି ଜିଲ୍ଲା ସ୍ତରୀୟ ଶିଶୁ ଉଶ୍ଚବରେ ଯୋଗ ଦେବେ . ସୂଚନା ମୁତାବକ କାଲି ୯ ଘଟିକା ସମୟରେ ଓଷ୍ଟା ପତାକା ଉତୋଳନ କରାଯିବ ସହିତ ୧୦ ଘଟିକା ସମୟରେ ଉଦ୍ଘାଟନୀ ଉଶ୍ଚବ ଅନୁଷ୍ଠିତ ହେବ .

Post a Comment

0 Comments