ଜନଶକ୍ତି ସରକାରୀ ଉଚ୍ହବିଦ୍ୟାଳୟ ଚାହାଳି ର ସୁବର୍ଣ୍ଣନଜୟନ୍ତୀ ସମାରୋହ .




ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତଚାହାଳି ର ପଂଚାୟତ ମଧ୍ୟରେ ଥିବା ଏକମାତ୍ର ୫ ଟି ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଆଜି ପାଳନ ହୋଇଯାଇଛି . ଏହି  ସମାରୋହ  ୩ଦିନ ଧରି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ .ଆଜି ପୂର୍ବାର୍ହ୍ନରେ ପ୍ରଥମ ଦିନରେ  ଆନୁଷ୍ଠାନିକ  ଭାବରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏହି ସମାରୋହ  ସମାରୋହ ଆରମ୍ଭ ହୋଇଯାଇଛି .



ନୂଆଗାଁ ବ୍ଲକ ଅଧକ୍ଷା ଲଷ୍ମୀପ୍ରିୟା ବେହେରା ,ଉପାଧକ୍ଷ ପର୍ଶୁରାମ ସ୍ୱାଇଁ ,୧୭ ନ ଜିଲ୍ଲା ପରିଷଦସଭ୍ୟା  ପ୍ରତିମା ଦଳବେହେରା ,ଚାହାଳି  ସରପଞ୍ଚ ସୁବାଷ ବେହେରା ,ସମିତିସଭ୍ୟା ଅଶ୍ୱିନୀ ଆଚାର୍ଯ୍ୟ ,ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ସଭାପତି .ମଞ୍ଚପରିଚାଳନା ଜ୍ଞାନପ୍ରକାଶ ବାରିକ  ସମୂହ ପ୍ରଦୀପ ପ୍ରଜ୍ୱଳନ କରି ସମାରୋହ  ଆରଂଭ କରିଥିଲେ ,ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପଦର୍ଶନ ହୋଇଥିଲା . ଠିକ ସେହିପରି ସମାରୋହ  ଅପରାହ୍ନରେ ମଧ୍ୟ ସଭାର ଆୟୋଜନ କରାଯାଇଥିଲା


ଏହି ସମାରୋହ  ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଶ୍ରମମନ୍ତ୍ରୀ  ଶ୍ରୀକାନ୍ତ ସାହୁ,ମୁଖ୍ୟବକ୍ତା ଦାଶ ବେନହୁର - ଖ୍ୟାତନାମା ସାହିତ୍ୟିକ ,ସମ୍ମାନିତ ଅତିଥି ରମେଶ ଚନ୍ଦ୍ର ବେହେରା ବିଧାୟକ ଦଶପଲ୍ଲା  , ସଭାପତି  ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ  ପ୍ରଧାନ ଶିକ୍ଷକ. ମଂଚ ସଂଯୋଜକ - ଶରତ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ ,ସୁ ସାହିତ୍ୟିକ ନାଟ୍ୟକାର ସାର୍ଟ ଚନ୍ଦ୍ର ଆଚାର୍ଯ୍ୟ ଆଜିର ସନ୍ଧ୍ୟା କୁ ନିଜ ଶବ୍ଦ ଯାଦୁରେ ଅତିରଂଜିତ କରିଥିଲେ .




 

Post a Comment

0 Comments