ଜାତୀୟରାଜ ପଥ ୫୭ ମୁଦୁରାଙ୍ଗ ନିକଟରେ ଦୃଘଟଣା ,୧ ଗୁରୁତର .ଗାଡିଚାଳକ ଚଖାମଦେଇ ଛୁ .

 



ନୂଆଗାଁ ବ୍ଲକ ଜାତୀୟରାଜ ପଥ ୫୭  ମୁଦୁରାଙ୍ଗ ନିକଟରେ ଦୃଘଟଣା ଜଣେ   ଗୁରୁତର ହୋଇ ପଡ଼ିବାର ଖବର ମିଳିଛି .ଆଜି ଦିନ ୧ ତା ୩୦ ସମୟରେ ଶିଖର ଗୋଛା ଗ୍ରାମର ବଳଭଦ୍ର ସାହୁ ବୟଷ ୭୦ ସେ ନିଜ ଗ୍ରାମରୁ ଝିଅ ଘରକୁ ଆସୁଥିଲେ .ଏ ସମୟରେ ମୁଦୁରାଙ୍ଗ ନିକଟରେ  ଏକ କାର ତାଙ୍କୁ ଧକା ଦେଇଥିଲା . ସେ ତଲେଇପଡ଼ିଯାଇଥିଲେ ସେ ଗାଡି ଚାଲାକ ତାଙ୍କୁ ଚିକିସ୍ଛା କରିବା ବାହାନାରେ ସ୍ଥାନୀୟାତ ଜନସାଧାରଙ୍କୁ କହି ନେଇ ଆସିଥିଲା . ନୟାଗଡ଼ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଛାଡି ଦେଇ ସେଠାରୁ  ଚମ୍ପଟ ମାରିଥିଲା . ଗାଡିଚାହଲା ସ୍ୱାସ୍ଥ୍ୟ କେନ୍ଦ୍ରରେ କହିଥିଲା ଲୋକଟି ରାସ୍ତା କଡରେ ଦୃଘଟଣା ହୋଇ ପଡିଥିଲା ତାକୁ ଛାଡିବାକୁ ଆଣିଛି କହି ଚମ୍ପଟ ମାରିଥିଲା . କିଛିସମୟ ପରେ ବଳଭଦ୍ରଙ୍କ ଝିଅ ଖବର ପାଇଁ ନୟାଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଥିଲେ . ବଳଭଦ୍ରଙ୍କ ଦେହ ଅତ୍ୟଧିକ ପରିମାଣର ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ନିଅ ଯାଇଥିବାର ସୂଚନା ମିଳିଛି . 

Post a Comment

0 Comments