ଫୁଲବାଣୀ ଜିଲ୍ଲା ସରକାରୀ ଆଇ,ଟି, ଆଇ କଲେଜ ପରିସରରେ ‌ ଜିଲ୍ଲା ଜଜ୍ ଶୀ ସିତି କଣ୍ଠ ସାମଲ ଙ୍କ ନିର୍ଦ୍ଦେଶ ଅନୁସାରେ ‌ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ‌ବିଶୂ ଏଡ଼ସ ‌ଦିବସ ପାଳିତ ହୋଇଥିଲା

 


ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ‌ଅନୁଶିଳା ରୟ ଯୋଗ ଦେଇଥିଲେ ଏବଂ ଜିଲ୍ଲା ବାର୍ ଆସୋସିଏସନ୍ ର ସଭାପତି ଶ୍ରୀ ବିଜୟ କୁମାର ମହାନ୍ତି  , ସରକାରୀ ମେଡିକାଲ ର ଏଡ଼ସ ରୋଗୀ  ସଚେତନତା କାର୍ଯ୍ୟକ୍ରମ ର   ସଂଯୋଜକ ଦେବାଶିଷ  ବାବୁ 

,Swati ଅନୁଷ୍ଠାନ ର ‌ ସଂପାଦକ ଶ୍ରୀ ହରିଶଙ୍କର ରାଉତ ଅନ୍ୟ ତମ ଅତିଥି ‌  ସରକାରୀ ଆଇଟିଆଇ କଲେଜ ଇନଚାର୍ଜ ଶୀ ନୃସିଂହ ମହାପାତ୍ର ପି,ଏଲ ଭି   ଡିଏଲ୍  ସ୍ ଏ

ଅଶୋକ କୁମାର ପ୍ରଧାନ ଉକ୍ତ ସଭାରେ ଯୋଗଦେଇଥିଲେ

ମୂଖ୍ୟ ତ   ଏଡ଼ସ୍ ର ରୋଗର ନିରାକରଣ ‌ଓ  ସଚେତନତା ଉପରେ ବକ୍ତା ମାନେ ‌ନିଜ ନିଜର ଅଭିଭାଷଣ  ରେ ବକ୍ତବ୍ୟ ରଖି ଥିଲେ ଶେଷରେ ‌ସରକାରୀ ହସ୍ପିଟାଲ ର ଦେବାଶିଷ ମିଶ୍ର  ସୁନ୍ଦର ଗୀତ ମାଧ୍ୟମରେ ଏଡ଼ସ ଉପରେ ସଚେତନତା ର   ବାର୍ତ୍ତା  ପ୍ରଦାନ କରିଥିଲେ  ଶେଷରେ ଶୀ ନୃସିଂହ ଚରଣ ମହାପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ

Post a Comment

0 Comments