ଆଜି ଫୁଲବାଣୀ ସରକାରୀ ମହିଳା କଲେଜ ପରିସରରେ ମାନବିକ ଅଧିକାର ଦିବସ ଉପଲକ୍ଷେ ଜିଲ୍ଲା ଜଜ୍ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା
ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଜଜ୍ ଶୀ ସତ୍ୟ ପୀର ମିଶ୍ର ଯୋଗ ଦେଇଥିଲେ ଅନ୍ୟତମ ଅତିଥି ଏସପିଏଲ ବିଚାରପତି, ଶ୍ରୀ ଭାସ୍କର ଚନ୍ଦ୍ର ସାହୋ, ଆଡଜ ଶ୍ରୀ ସଞ୍ଜିତ ବେହେରା, ସିଜମ ଶ୍ରୀ ସାଇକତ ପାଟ୍ରା, ରେଜିଷ୍ଟର ଶ୍ରୀ ସି, ଏକ ଦେଶପ୍ରିକ ବାରିକ, ଏସଡିଏମ ଅର୍ଜିତ ଦାଶ, ଜେଏମଏଫସି, ଶ୍ରୀମତି ସୋମିଆ ଶ୍ରୀ ମହାପାତ୍ର, ସ୍ପ୍ ପି, ପି, ଶ୍ରୀ ବିଜୟା ପଟ୍ଟନାୟକ, ବାର ସଚିବ, ଶ୍ରୀ ଦୁର୍ଗା ସାଙ୍କାର, ପଟ୍ଟନାୟକ Dlsa ସଚିବ ଶ୍ରୀମତି ଅନୁସିଲା ରୟ | ଯୋଗ ଦେଇଥିଲେ ମୂଖ୍ୟ ଅତିଥି ଶ୍ରୀ ସତ୍ୟ ପୀର ମିଶ୍ର ପିଲା ମାନଙ୍କ ପାଇଁ ବହୁତ କିଛି ସାରଗର୍ଭକ କଥା ଗୁଡ଼ିଏ କହିଥିଲେ ଯାହା କି ସମସ୍ତ ଙ୍କ ପାଇଁ ବହୁତ ଗୁରୁତ୍ବପୁର୍ଣ ବାର୍ତ୍ତା ଥିଲା, ମାନବ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ଅନ୍ୟ ଅତିଥି ଗଣ, ଶେଷରେ ମହିଳା କଲେଜ ର ଅଧ୍ୟକ୍ଷା ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ
0 Comments