ନୟାଗ ଜିଲ୍ଲା ନୂଆଗାଁ ହାଇସ୍କୁଲ ପଡିଆରେ ଆଜି ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି . ଆଜିର କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ . ବିଭିର୍ଣ୍ଣ ପ୍ରକାର କ୍ରୀଡା ପ୍ରତିଯୋଗିତା ହୋଇଥିଲା ଯଥା ୧୦୦ ,୨୦୦ ମିଟର ଦୌଡ ,ଲମ୍ବା ଡିଆଁ,ଉଚ୍ଚ ଡିଆଁ ପ୍ରତିଯୋଗିତା ହୋଇଥିଲା . ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ପ୍ରଦୀପ ପ୍ରଜ୍ୱଳନ କରି ପ୍ରତିଯୋଗିତା ଆରମ୍ଭ କରିଥିଲେ .
ଆଜିର କ୍ରୀଡା ପ୍ରତିଯୋଗିତାରେ ୧୦୦ ,୨୦୦ ମିଟର ଦୌଡ,ଉଚ୍ଚ ଡିଆଁ କାହ୍ନ ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ ,ସେହିପରି ଲମ୍ବାଦିଅଁରେ ଅଶ୍ୱିନ ବେହେରା ,୧୦୦ ,୨୦୦ ମିଟର ଦୌଡ ରେ ସନ୍ଧ୍ୟାରାଣୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି .ଆଜିର ଏହି କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର
ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ .
0 Comments