ଓସମସ୍କା ଗ୍ରାମ ରେ ଦଶପଲ୍ଲା ବିଧାୟକ


ନୂଆଗାଁ ବ୍ଲକ ଗୁମୀ ଗ୍ରା ପ ର ଓସମସ୍କା ଗ୍ରାମ ରେ କିଛିଦିନ ତଳେ ୮ ବଖରା ଘର ଜଳି ଯାଇଥିବା ବେଳେ ଆଜି ଦଶପଲ୍ଲା ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ପହଞ୍ଚି ଅଗ୍ନି ବିପର୍ଣ୍ଣ ଙ୍କୁ ଖାଇବା ସାମଗ୍ରୀ, କମ୍ବଳ, ଲୁଗା, ଶାର୍ଟ, ବେଡ଼ସିଡ, ଇତ୍ୟାଦି ଏବଂ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ l ବିଧାୟକ ଙ୍କ ସହ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, କନ୍ଧମାଳ ସାଂସଦ ଶ୍ରୀ ଅଛୁତାନନ୍ଦ ସାମନ୍ତ ଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର,  ସରପଞ୍ଚ ବବ୍ରୁ ମହାରଣା, ଗୁମୀ ବିଜେଡି ସଭାପତି ଫକୀର ମୋହନ ସାହୂ, ପୂର୍ବତନ ସରପଞ୍ଚ ସୁଧୀର ସାମନ୍ତ ରାୟ,   ପ୍ରମୁଖ ଉପସ୍ଥିତ ରହି ଅଗ୍ନିଇ ବିପର୍ଣ୍ଣ ପରିବାରଙ୍କୁ ସହାୟତା କରିଥିଲ ।


Post a Comment

0 Comments